ରେଳ ଦୁର୍ଘଟଣାର ଅପଡେଟ୍ (ଅଦ୍ୟତନ)

ତାରିଖ : ୦୪-୦୬-୨୦୨୩, ସନ୍ଧ୍ୟା ୮.୩୦

Train Accident Updates

Date : 04-06-2023 , Evening 8:30 PM

ବିଏମସି ହେଲ୍ପଲାଇନ୍ ନମ୍ବର

୧୮୦୦୩୪୫୦୦୬୧ / ୧୯୨୯ (୨୪×୭)

କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି, ଯେଉଁଠାରେ ଯାତ୍ରୀମାନଙ୍କ ସମ୍ପର୍କୀୟମାନଙ୍କୁ ଗାଡ଼ିସହ ଠିକଣା ଗନ୍ତବ୍ୟସ୍ଥଳ, ଯଥା, ଡାକ୍ତରଖାନା କିମ୍ବା ଚିହ୍ନଟ ପାଇଁ ଶବଗୃହକୁ ସ୍ଥାନାନ୍ତରିତ କରାଯିବ।

କଣ୍ଟ୍ରୋଲ ରୁମ୍ ଠିକଣା - ବିଏମସି-ଆଇସିଓଏମସି (BMC-ICOMC) ଟାୱାର, ସତ୍ୟନଗର, ଭୁବନେଶ୍ୱର

ନିମ୍ନଲିଖିତ ସ୍ଥାନର ସମସ୍ତ ପ୍ରବେଶଦ୍ୱାରରେ ମଧ୍ୟ ହେଲ୍ପଡେସ୍କର ବ୍ୟବସ୍ଥା କରାଯାଇଛି

କଟକ ରେଲ୍‍ୱେ ଷ୍ଟେସନ, ବସ ଷ୍ଟାଣ୍ଡ ଏବଂ ଏସ୍‍.ସି.ବି. ମେଡ଼ିକାଲ କଲେଜ

ଭୁବନେଶ୍ୱର ରେଲ୍‍ୱେ ଷ୍ଟେସନ, ବରମୁଣ୍ଡା ବସ୍‍ଷ୍ଟାଣ୍ଡ ଏବଂ ଏୟାରପୋର୍ଟ

ଅସ୍ୱୀକରଣ

  • ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତକଙ୍କ ଫଟୋ କେବଳ ଚିହ୍ନଟପାଇଁ ଉପଲବ୍ଧ କରାଯାଉଛି ।
  • ଦୁର୍ଘଟଣାର ଭୟାଭୟତାକୁ ଦୃଷ୍ଟିରେ ରଖି, ନିମ୍ନରେ ସ୍ଥାନିତ କରାଯାଇଥିବା ଫଟୋଗୁଡିକ ମର୍ମନ୍ତୁଦ ଅଟେ ।
  • ପିଲାମାନଙ୍କୁ ଏହି ଫଟୋଗୁଡ଼ିକୁ ନଦେଖିବାପାଇଁ ଅନୁରୋଧ କରାଯାଉଛି ।
  • ନାଗରିକମାନଙ୍କୁ ସଦ୍‍ବିବେକୀ ହେବାପାଇଁ ଅନୁରୋଧ ।
  • ଓଡ଼ିଶାର ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପୂର୍ବ ଲିଖିତ ଅନୁମୋଦନ ବିନା କୌଣସି ଉଦ୍ଦେଶ୍ୟରେ କୌଣସି (ଗଣମାଧ୍ୟମ /ବ୍ୟକ୍ତି / ସଂସ୍ଥା ଇତ୍ୟାଦି) ଫଟୋଗୁଡ଼ିକର ପୁନଃଉତ୍ପାଦନ / ପ୍ରକାଶନ ଓ ବ୍ୟବହାର କରିପାରିବେ ନାହିଁ ।

BMC Help Line

18003450061 / 1929 (24×7)

Control Room

Municipal Commissioner office, Bhubaneswar, has established a control room, from where, with vehicles, people will be directed to either hospital or mortuary as the case may be. Officials have been deployed to facilitate.

Control Room Address : BMC-ICOMC tower, Satya Nagar, Bhubaneswar

Help desks have been set up at all entry points

Cuttack Railway Station, Bus stand & SCB Medical College.

Bhubaneswar Railway Station, Baramunda Bus stand and Airport.

Disclaimer

  • The photographs of the deceased in Balasore train accident are being posted only to facilitate identification.
  • Given the nature of the accident, the images posted are disturbing.
  • It is advised that children avoid viewing these images.
  • Viewers discretion may be exercised.
  • None (Media/Individual/Firms etc.) shall reproduce/publish & use the images for any purpose without prior written approval of the Special Relief Commissioner, Odisha.